MediaWiki:Abusefilter-intro/or

From translatewiki.net

ଅପବ୍ୟବହାର ଛଣା ପରିଚାଳନା ଇଣ୍ଟରଫେସକୁ ପାଛୋଟା । ଅପବ୍ୟବହାର ଛଣା ଏକ ଆପେଆପେ ହେଉଥିବା ସଫ୍ଟୱାର ପ୍ରକ୍ରିୟା ଯାହା ଆପେଆପେ ଏକ ସାଧାରଣ ଜ୍ଞାନକୁ ନେଇ କାମ ସବୁ କରିଥାଏ । ଏହି ଇଣ୍ଟରଫେସ ବଛା କେତେକ ଛଣା ଦେଖାଉଛି, ଏହା ସେସବୁକୁ ବଦଳାଇବା ପାଇଁ ଅନୁମତି ଦେଇଥାଏ ।