MediaWiki:Default-skin-not-found/or

From translatewiki.net

$wgDefaultSkinରେ ଦିଆଯାଇଥିବା $1ଏହି ଉଇକିର ଡିଫଲ୍ଟ ସ୍କିନ ମିଳିଲାନାହିଁ ।

ଆପଣଙ୍କ ଇନଷ୍ଟଲେସନରେ ତଳଲିଖିତ ସ୍କିନ ରହିଛି । ସେମାନଙ୍କୁ କିପରି ସକ୍ରିୟ କରିବେ ଓ ଡିଫଲ୍ଟ ଭାବେ ବାଛିବେ ଜାଣିବା ପାଇଁ ମାନୁଆଲ: ସ୍କିନ ସଂରଚନା ଦେଖନ୍ତୁ ।

$2

ଯଦି ଆପଣ ଏହି ଏବେ MediaWiki ଇନଷ୍ଟଲ କରିଥାନ୍ତି
ଆପଣ ବୋଧେ git ରୁ ସିଧା, କିମ୍ବା ସୋର୍ସ କୋଡ଼ରୁ କିମ୍ବା ଆଉ କେଉଁଠାରୁ ଇନଷ୍ଟଲ କରିଛନ୍ତି । ଏହା ଆଶାନୁରୂପ । mediawiki.orgର ରୁ ଆଉ କିଛି ସ୍କିନ ଇନଷ୍ଟଲ କରିପାରିବେ:
  • ବିଭିନ୍ନ ସ୍କିନ ଓ ଏକ୍ସଟେନସନ ସହିତ ଆସୁଥିବା ଟାରବଲ ଇନଷ୍ଟଲର ଡାଉନଲୋଡ଼ କରାଯାଉଛି । ଆପଣ skins/ ଡାଇରେକ୍ଟରି ଏଠାରୁ କପି କରି ପେଷ୍ଟ କରିପାରିବେ ।
  • git ଦେଇ mediawiki/skins/* ରେପୋଜିଟରିରୁ ଗୋଟେ ସ୍କିନ ଆପଣଙ୍କର MediaWiki ଇନଷ୍ଟଲେସନର skins/ ଡାଇରେକ୍ଟରିକୁ କପି କରାଯାଉଛି ।
ଆପଣ ଯଦି ଜଣେ MediaWiki ଡେଭେଲପର ହୋଇଥାନ୍ତି ତାହେଲେ ଏହା କରିବା ଦ୍ୱାରା ଆପଣଙ୍କର git ରେପୋଜିଟୋରିରେ କିଛି ବାଧା ଉପୁଜିବା ଅନୁଚିତ ।
ଆପଣ ଯଦି ଏହି ମାତ୍ର MediaWiki ଅପଗ୍ରେଡ଼ କରିଥାନ୍ତି ତେବେ
MediaWiki 1.24 ଏବଂ ନୂଆ ସଂସ୍କରଣମାନ ଆପେଆପେ ଇନଷ୍ଟଲ ହୋଇଥିବା ସ୍କିନ ସକ୍ରିୟ କରି ନଥାନ୍ତି (Manual: Skin autodiscovery) ଦେଖନ୍ତୁ । ଏବେ ଇନଷ୍ଟଲ ହୋଇଥିବା ସମସ୍ତ ସ୍କିନ ପାଇଁ ଆପଣ ଏହି ଧାଡ଼ିଟି LocalSettings.phpରେ ପେଷ୍ଟ କରିପାରିବେ:
$3
ଯଦି ଆପଣ ଏହି ମାତ୍ର LocalSettings.php ବଦଳାଇ ଦେଇଥାନ୍ତି
ବନାନ ପରଖିବା ପାଇଁ ସ୍କିନର ନାମ ଆଉଥରେ ପରଖିନିଅନ୍ତୁ ।