Portal:Or/WebFonts

From translatewiki.net
Jump to navigation Jump to search

Template:Infobox country


ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ Ι ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତିୟ ବୃହତ୍ତମ ଦେଶ ଅଟେ Ι ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ Ι ଏହାର ଉତ୍ତରରେ ଉଚ ଏବଂ ବହୁଦୂର ଯାଏଁ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୁର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ଅଛି Ι ଏହି ବିଶାଳ ଭୂଖଣ୍ଡରେ ୨୮ ଗୋଟି ରାଜ୍ୟ ଅଛି । ତା ସହିତ ୭ଟି କେନ୍ଦ୍ର-ଶାସିତ ଇଲାକା ମଧ୍ୟ ରହିଛି । [[ଫାଇଲ:India-map-or.svg|thumb|ଓଡ଼ିଆରେ ଭାରତ ମାନଚିତ୍ର]]

ଆଧାର

Template:ଆଧାର

Template:ଭାରତ

ବିଭାଗ:ଭାରତ ବିଭାଗ:ଦେଶ